ଓଡିଶା

odisha

ETV Bharat / bharat

କେଜ୍ରିୱାଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କେଜ୍ରିୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ।

By

Published : Aug 16, 2019, 4:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଜନ୍ମଦିନ । 51 ବର୍ଷରେ ପାଦ ଥାପିଥିବା କେଜ୍ରିୱାଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଦେଶବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେଜ୍ରିୱାଲଙ୍କୁ ଜନ୍ମଦିନର ଶଭେଚ୍ଛା ଶୁଭକାମନା ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ArbindKejriwal

ଟ୍ବିଟ କରି ସୁସ୍ଥ ଓ ଦୀର୍ଘାୟୁ ରହିବା ପାଇଁ କାମନା କରିଛନ୍ତି ମୋଦି । ସେପଟେ ମୋଦିଙ୍କ ଟ୍ବିଟ ପରେ 'ଶୁଭେଚ୍ଛା ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ପ୍ରଧାନମନ୍ତ୍ରୀ ସାର୍ ' ବୋଲି କେଜ୍ରିୱାଲ ଉତ୍ତର ଦେଇଛନ୍ତି ।

ABOUT THE AUTHOR

...view details