ଓଡିଶା

odisha

ETV Bharat / bharat

ନିଗମବୋଧ ଘାଟରେ ହେବ ଅରୁଣଙ୍କ ଅନ୍ତିମ ସଂସ୍କାର - ଅରୁଣ ଜେଟଲୀଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀର ନିଗମବୋଧ ଘାଟରେ ଦିନ 2ଟା 30ରେ ହେବ ଅରୁଣ ଜେଟଲୀଙ୍କ ଶେଷକୃତ୍ୟ । ଦିନ 10ଟା ରୁ ଦ୍ବିପହର 1ଟା ପର୍ଯ୍ୟନ୍ତ ବିଜେପି ପାର୍ଟି ମୁଖ୍ୟାଳୟରେ ହେବ ଅନ୍ତିମ ଦର୍ଶନ ।

ାୈ

By

Published : Aug 25, 2019, 10:05 AM IST

ନୂଆଦିଲ୍ଲୀ : ଶେଷ ଯାତ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ନିଗମବୋଧ ଘାଟରେ ହେବ ଅରୁଣଙ୍କ ଶେଷକୃତ୍ୟ ।

ଅରୁଣଙ୍କ ପାର୍ଥିବ ଶରୀର ଦିନ 10ଟା ରୁ ଦ୍ବିପହର 1ଟା ପର୍ଯ୍ୟନ୍ତ ବିଜେପି ପାର୍ଟି ମୁଖ୍ୟାଳୟ 6 A ଦିନଦୟାଲ ଉପାଧ୍ୟାୟ ମାର୍ଗରେ ରଖାଯିବ । ବିଜେପି ମୁଖ୍ୟାଳୟରେ ରାଜନୈତିକ ଦଳର ନେତା ଓ ପାର୍ଟି କାର୍ଯ୍ୟକର୍ତ୍ତା ଅରୁଣଙ୍କୁ ଅନ୍ତିମ ବିଦାୟ ଦେବେ ।

ଫଟୋ ସୌଜନ୍ୟ: ଟୁଇଟର @@BJP4India

ଦିନ 1ଟାରୁ ଅରୁଣଙ୍କୁ ଅନ୍ତିମ ଯାତ୍ରାରେ ନିଗମବୋଧ ଘାଟ ନିଆଯିବ । ଏହା ପରେ 2ଟା 30ରେ ନିଗମବୋଧ ଘାଟରେ ଜେଟଲୀଙ୍କ ଶେଷକୃତ୍ୟ କରାଯିବ । ଶନିବାର ଏମ୍ସରେ ଜେଟଲୀ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ABOUT THE AUTHOR

...view details