ଚଣ୍ଡିଗଡ: କୋରୋନା ମୁକାବିଲା ପାଇଁ ଦେଶରେ ଜାରି ରହିଛି ଲକଡାଉନ । ଆଉ ଏଥିପାଇଁ ଭାରତକୁ ଆସିଥିବା ବାହାର ଦେଶର ପର୍ଯ୍ୟଟକ ମାନେ ନିଜ ଦେଶକୁ ନଯାଇପାରି ଫଶିରହିଥାନ୍ତି । ଯେଉଁଥିପାଇଁ ଧିରେ ଧିରେ ସେମାନଙ୍କୁ ସ୍ବଦେଶକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି ।
ପଞ୍ଜାବରୁ ବ୍ରିଟେନ ଗଲେ 250 ବ୍ରିଟିଶ ନାଗରିକ - Lockdown
ଲକଡାଉନରେ ନିଜ ଦେଶକୁ ଯାଇପାରୁନଥିବା ବ୍ରିଟେନର 250 ଜଣ ନାଗରିକଙ୍କୁ, ଗୁରୁବାର ସ୍ବତନ୍ତ୍ର ବିମାନ ଯୋଗେ ଅମୃତସର ବିମାନ ବନ୍ଦରରୁ ବ୍ରିଟେନ ପଠାଯାଇଛି । ଅଧିକ ପଢନ୍ତୁ...
![ପଞ୍ଜାବରୁ ବ୍ରିଟେନ ଗଲେ 250 ବ୍ରିଟିଶ ନାଗରିକ Around 250 people the UK](https://etvbharatimages.akamaized.net/etvbharat/prod-images/768-512-6907349-51-6907349-1587632514947.jpg)
ପଞ୍ଜାବରୁ ସ୍ବଦେଶ ଗଲେ 250 ବ୍ରିଟିଶ ନାଗରିକ
ସେହିପିର ପଞ୍ଜାବରେ ଫସି ରହିଥିଲେ ବ୍ରିଟେନର ପ୍ରାୟ 250 ଜଣ ନାଗରିକ । ଗୁରୁବାର ସେମାନଙ୍କୁ ଏକ ସ୍ୱତନ୍ତ୍ର ବ୍ରିଟିଶ ଏୟାରୱେଜ ବିମାନରେ ଅମୃତସରର ଶ୍ରୀ ଗୁରୁରାମ ଦାସଜୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ନିଜ ଦେଶକୁ ପଠାଯାଇଛି ।