ଓଡିଶା

odisha

By

Published : Sep 13, 2020, 6:37 PM IST

ETV Bharat / bharat

ସେନା ଯବାନଙ୍କ ରାଇଫଲରୁ ଫୁଟିଲା ଗୁଳି

ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ କର୍ତ୍ତବ୍ୟରତ ସେନା ଯବାନଙ୍କ ରାଇଫଲରୁ ଫୁଟିଲା ଗୁଳି । ଗୁରୁତର ଭାବରେ ଶ୍ରୀନଗର ସ୍ଥିତ ଆର୍ମୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ...

ସେନା ଯବାନଙ୍କ ରାଇଫଲ୍ସରୁ ଫୁଟିଲା ଗୁଳି
ସେନା ଯବାନଙ୍କ ରାଇଫଲ୍ସରୁ ଫୁଟିଲା ଗୁଳି

ଶ୍ରୀନଗର: କର୍ତ୍ତବ୍ୟରତ ସେନା ଯବାନଙ୍କ ରାଇଫଲରୁ ଫୁଟିଲା ଗୁଳି । ଗୁରୁତର ଅବସ୍ଥାରେ ଯବାନଙ୍କୁ ଆର୍ମି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଜମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ରବିବାର ଦିନ ଜଣେ କର୍ତ୍ତବ୍ୟରତ ସେନା ଯବାନଙ୍କ ରାଇଫଲରୁ ଗୁଳି ଫୁଟିଛି । 27 ରାଷ୍ଟ୍ରୀୟ ରାଇଫଲସର ଯବାନ ହାମର କୁମାର ଡ୍ୟୁଟି କରିବା ସମୟରେ ରାଇଫଲରୁ ହଠାତ ଗୁଳି ଫୁଟିବା ଯୋଗୁଁ ସେ ଗୁରୁତର ଆହତ ହୋଇଥିଲେ । ଏହାପରେ ତାଙ୍କୁ ଗୁରୁତର ଭାବରେ ଶ୍ରୀନଗର ସ୍ଥିତ ଆର୍ମୀ ହସପିଟାଲରେ ଭର୍ତ୍ତି କରାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details