ନୂଆଦିଲ୍ଲୀ: ନବବର୍ଷରୁ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିବା ଜେନେରାଲ ମନୋଜ ମୁକୁନ୍ଦ ନରୱାଣେ କିଛି ଭିନ୍ନ ଅନ୍ଦାଜରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସେନା ପ୍ରମୁଖଙ୍କ ସେନା ହସ୍ପିଟାଲ ପରିଦର୍ଶନ; ରୋଗୀଙ୍କୁ ଫଳବଣ୍ଟନ - ମନୋଜ ମୁକୁନ୍ଦ ନରୱାଣେ
ଦାୟିତ୍ବ ନେବା ପରେ ଆର୍ମୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି ସେନା ପ୍ରମୁଖ ଜେନେରାଲ ନରୱାଣେ । ପଢନ୍ତୁ ଅଧିକ ...

Army Chief General MM Naravane
ଗୁରୁବାର ସେନା ପ୍ରମୁଖ ନରୱାଣେ ନିଜ ପତ୍ନୀ ବୀଣା ନରୱାଣେଙ୍କ ସହ ଦିଲ୍ଲୀ ସ୍ଥିତ ସେନା ବେସ ହସ୍ପିଟାଲକୁ ଯାଇ ଚିକିତ୍ସାଧିନ ଥିବା ରୋଗୀଙ୍କୁ ସାକ୍ଷାତ କରି ଫଳ ବଣ୍ଟନ କରିବା ସହ ତାଙ୍କ ସମସ୍ୟା ପଚାରି ବୁଝିଛନ୍ତି । ଏହାସହ କିଛି ସମୟ ହସ୍ପିଟାଲରେ ସମୟ ଅତିବାହିତ କରିଛନ୍ତି ।