ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ନବଗଠିତ ଅପନି ପାର୍ଟିର ଏକ ପ୍ରତିନିଧି ଦଳ ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ମାର୍ଚ୍ଚ 8 ତାରିଖରେ ପୂର୍ବତନ ପିଡିପି ନେତା ଅଲତାଫ୍ ବୁଖାରୀ ନୂତନ ରାଜନୈତିକ ପାର୍ଟି ଭାବରେ 'ଜମ୍ମୁ କଶ୍ମୀର ଅପନି ପାର୍ଟି' ଗଠନ କରିଥିଲେ ।
ଶନିବାର ପିଏମଙ୍କୁ ଭେଟିବେ ‘ଅପନି ପାର୍ଟି’ ପ୍ରତିନିଧି ମଣ୍ଡଳ - Apni party delegation to meet PM on Saturday
ଜମ୍ମୁ-କାଶ୍ମୀରରେ ନବଗଠିତ ଅପନି ପାର୍ଟିର ଏକ ପ୍ରତିନିଧି ଦଳ ଶନିବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ । ଅଧିକ ପଢନ୍ତୁ...
ଫାଇଲ ଫଟୋ
ସୂତ୍ର ଅନୁସାରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଅଲତାଫ ବୁଖାରୀଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପିଏମଙ୍କୁ ସାକ୍ଷାତ କରିବେ । ପିଏମଙ୍କୁ ଭେଟି ଜମ୍ମୁ-କାଶ୍ମୀରରେ ରାଜ୍ୟରେ ସ୍ଥାନୀୟ ବାସିନ୍ଦାଙ୍କ ଜମି ଅଧିକାର ଓ ନିଯୁକ୍ତି ସଂକ୍ରାନ୍ତରେ ସେମାନଙ୍କ ଦାବି ଉପସ୍ଥାପନ କରିବେ ।
@IANS ଇନପୁଟ