ଅମରାବତୀ: ତିରୁମାଳାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି । ଚିତୁରରେ ଥିବା ତିରୁମାଳା ମନ୍ଦିର ଯାଇ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବରାତ୍ରୀ ଅବସରରେ ଏଠାରେ ପ୍ରତିବର୍ଷ ବ୍ରହ୍ମୋତ୍ସବମ ପାଳନ କରାଯାଏ । ଏଥିରେ ସାମିଲ ହୋଇଛନ୍ତି ଜଗନ ।
ତିରୁମାଳାଙ୍କ ଦର୍ଶନ କଲେ ଜଗନ - ତିରୁମାଳାଙ୍କ ଦର୍ଶନ କଲେ ଜଗନ
ଚିତୁର ତିରୁମାଳା ମନ୍ଦିର ଯାଇ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତିବର୍ଷ ବ୍ରହ୍ମୋତ୍ସବମ ପାଳନ କରାଯାଏ ।

ଡିଜାଇନ ଫଟୋ
ଚାରିଆଡେ ପାର୍ବଣର ମାହୋଲ । ଆଉ ମାତ୍ର କିଛିଟା ଦିନ ବାକି ରହିଲା ଜଗତ ଜନନୀ ମା' ଦୁର୍ଗାଙ୍କ ପୂଜା । ଏନେଇ ସବୁଆଡେ ଚାଲିଛି ପୂଜାର୍ଚ୍ଚନା । ଆଉ 29 ତାରିଖରୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା । ମନ୍ଦିରରେ ଜମୁଛି ଭକ୍ତଙ୍କ ଭିଡ । ଚାଲିଛି ପରମ୍ପରା ଅନୁସାରେ ପୂଜା ।