ନୂଆଦିଲ୍ଲୀ: ସିଏଏକୁ ବିରୋଧ କରି ଜେଏନୟୁ ଏବଂ ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ଅଟକ । କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ପୋଲିସ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)କୁ ବିରୋଧ କରୁଥିବା ଜେଏନୟୁ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଥାନାରେ ଅଟକ ରଖିଛନ୍ତି ।
ସିଏଏକୁ ବିରୋଧ କରି ଜେଏନୟୁ ଓ ଦିଲ୍ଲୀ ୟୁନିଭର୍ସିଟି ଛାତ୍ର ଅଟକ - ଦିଲ୍ଲୀ ୟୁନିଭରସିଟି ଛାତ୍ର
କୋରୋନା ସଙ୍କଟ ମଧ୍ୟରେ ଦିଲ୍ଲୀ ପୋଲିସ ନାଗରିକତା ସଂଶୋଧନ ଅଧିନିୟମ (ସିଏଏ)କୁ ବିରୋଧ କରୁଥିବା ଜେଏନୟୁ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଥାନାରେ ଅଟକ ରଖିଛନ୍ତି ।
ସିଏଏକୁ ବିରୋଧ କରି ଜେଏନୟୁ ଏବଂ ଦିଲ୍ଲୀ ୟୁନିଭରସିଟି ଛାତ୍ର ଅଟକ
ସୂଚନାନୁସାରେ, ଜେଏନୟୁର 7 ଜଣ ଛାତ୍ର ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର 5 ଜଣ ଛାତ୍ରଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।
ପ୍ରକାଶ ଥାଉକି, ସିଏଏକୁ ନେଇ ଗତ ଫେବୃଆରୀ ମାସରେ ଦିଲ୍ଲୀରେ ହିଂସା ଆରମ୍ଭ ହୋଇଥିଲା। ଦିଲ୍ଲୀ ହିଂସା ମାମଲାକୁ ନେଇ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତମାନଙ୍କୁ ଗିରଫ ମଧ୍ୟ କରାଯାଉଛି ।