ଚେନ୍ନାଇ: ଆଉ ଜଣେ ନିଟ୍ ଆଶାୟୀ ଛାତ୍ରଙ୍କ ମୃତ୍ୟୁ । 20 ବର୍ଷୀୟ ଛାତ୍ର ଆଦିତ୍ୟ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ସୂଚନା ଅନୁଯାୟୀ, ନିଟ୍ ଏଣ୍ଟ୍ରାନ୍ସ ପରୀକ୍ଷାରେ ବିଫଳତାର ଭୟ ପାଇଁ ସେ ମାନସିକ ଅବସାଦରେ ରହିଥିଲେ ।
ତାମିଲନାଡୁରେ ଆଉ ଜଣେ ନିଟ୍ ଆଶାୟୀଙ୍କ ଆତ୍ମହତ୍ୟା - NEET in Tamil Nadu
ଆଉ ଜଣେ ନିଟ ଆଶାୟୀ ଛାତ୍ରଙ୍କ ମୃତ୍ୟୁ । 20 ବର୍ଷୀୟ ଛାତ୍ର ଆଦିତ୍ୟ ନିଜ ଘରେ ଆତ୍ମହତ୍ୟା କରିଛନ୍ତି ।

ତାମିଲନାଡୁରେ ଆଉ ଜଣେ ନିଟ ଆଶାୟୀଙ୍କ ଆତ୍ମହତ୍ୟା, 24 ଘଣ୍ଟାରେ ଦ୍ବିତୀୟ
ରାଜ୍ୟରେ 24 ଘଣ୍ଟା ମଧ୍ୟରେ ଏହା ଦ୍ବିତୀୟ ଆତ୍ମହତ୍ୟା ଘଟଣା । ପୂର୍ବରୁ ଜ୍ୟୋତି ଶ୍ରୀ ନାମକ ଜଣେ ଛାତ୍ରୀ ନିଟ୍ ପରୀକ୍ଷା ପାଇଁ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ