ଓଡିଶା

odisha

By

Published : Feb 9, 2020, 9:05 AM IST

ETV Bharat / bharat

ଦୁର୍ନୀତି ଅଭିଯୋଗ, ବରିଷ୍ଠ ଆଇପିଏସ ଅଫିସର ନିଲମ୍ବିତ

ଆନ୍ଧ୍ରପ୍ରଦେଶର ବରିଷ୍ଠ ଆଇପିଏସ ଅଫିସରଙ୍କ ନାମରେ ଦୁର୍ନୀତି ଅଭିଯୋଗ । ଚାକିରିରୁ ନିଲମ୍ବିତ କଲେ ସରକାର । ଅଧିକ ପଢନ୍ତୁ...

AB Venkateswara Rao
ଦୁର୍ନୀତି ଅଭିଯାଗ, ବରିଷ୍ଠ ଆଇପିଏସ ଅଫିସର ନିଲମ୍ବିତ

ଅମରାବତୀ: ଆନ୍ଧ୍ରପ୍ରଦେଶର ବରିଷ୍ଠ ଆଇପିଏସ ଅଫିସରଙ୍କ ନାମରେ ଦୁର୍ନୀତି ଅଭିଯୋଗ । ଚାକିରିରୁ ନିଲମ୍ବିତ କଲେ ସରକାର । ଆନ୍ଧ୍ର ସରକାର ବରିଷ୍ଠ ଆଇପିଏସ ଅଫିସର ଏବି ଭେଙ୍କଟେଶ୍ବର ରାଓଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ କରିଛି ।

ସେ ରାଜ୍ୟର ଅତିରିକ୍ତ ଡିଜିପି ରହିଥିବା ସମୟରେ ସୁରକ୍ଷା ସାମଗ୍ରୀ କିଣାରେ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ଯେଉଁଥିଲାଗି ତାଙ୍କୁ ସରକାର ନିଲମ୍ବିତ କରିଥିବା ଜଣାପଡିଛି ।

ଶନିବାର, ତାଙ୍କୁ ନିଲମ୍ବିତ କରାଯିବା ସହ ସରକାରଙ୍କ ଅନୁମତି ବିନା ବିଜୟୱାଡା ଛାଡି ନଯିବାକୁ କୁହାଯାଇଛି ।

ABOUT THE AUTHOR

...view details