ଭୁଶୁଡିପଡିଲା ନିର୍ମାଣାଧିନ କୋଠା; 4 ମୃତ - ଭୁଷୁଡିଲା ଦିଲ୍ଲୀର ନିର୍ମାଣଧିନ କୋଠା
ଦିଲ୍ଲୀର ଭଞ୍ଜପୁରା ଅଞ୍ଚଳରେ ଏକ ନିର୍ମାଣଧିନ କୋଠା ଭୁଶୁଡି ପଡିଛି। ଏଠାରେ ଏକ କୋଚିଂ କ୍ଲାସ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି। ଅଧିକ ପଢନ୍ତୁ...

ଭୁଷୁଡିଲା ଦିଲ୍ଲୀର ନିର୍ମାଣଧିନ କୋଠା,
ନୂଆଦିଲ୍ଲୀ: ସ୍ଥାନୀୟ ଭଞ୍ଜପୁରା ଅଞ୍ଚଳର ଏକ ନିର୍ମାଣଧିନ କୋଠା ଭୁଶୁଡି ପଡିଛି। ଏଠାରେ କୋଚିଂ କ୍ଲାସ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ 13 ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ସେମାନଙ୍କ ମଧ୍ୟରୁ 4ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ଆଉ 2 ଜଣଙ୍କୁ ପତ୍ତା ଏ ପର୍ଯ୍ୟନ୍ତ ମିଳିନାହିଁ। ବର୍ତ୍ତମାନ ସୁଦ୍ଧା ପ୍ରାୟ 7ଟି ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ, ଏହି ଅଘଟଣର କାରଣ ଜଣାପଡିନାହିଁ।
ଭୁଷୁଡିଲା ଦିଲ୍ଲୀର ନିର୍ମାଣଧିନ କୋଠା,
Last Updated : Jan 25, 2020, 7:27 PM IST