ମୁମ୍ବାଇ : ପବନରେ ଭାଙ୍ଗିଲା ଇଣ୍ଡିଗୋ ବିମାନର ଓ୍ବିଙ୍ଗ । ମୁମ୍ବାଇ ବିମାନବନ୍ଦରରେ ଇଣ୍ଡିଗୋ ବିମାନକୁ ସ୍ପାଇସଜେଟର ଏକ ସିଡ଼ି ବାଡେଇ ହୋଇଛି । ଏଥିରେ ବିମାନର ଓ୍ବିଙ୍ଗ (ଡେଣା) ଓ ଇଞ୍ଜିନର କ୍ଷତିଗ୍ରସ୍ତ ହୋଇଛି । ତେବେ ପ୍ରବଳ ବର୍ଷା ପବନ ଯୋଗୁଁ ସିଡି ବାଡେଇ ହୋଇଯାଇଥିଲା ।
ପବନରେ ଭାଙ୍ଗିଲା ଇଣ୍ଡିଗୋ ବିମାନର ଓ୍ବିଙ୍ଗ - ପବନରେ ଭାଙ୍ଗିଲା ଇଣ୍ଡିଗୋ ବିମାନର ଓ୍ବାଙ୍ଗି
ପବନରେ ଭାଙ୍ଗିଲା ଇଣ୍ଡିଗୋ ବିମାନର ଓ୍ବିଙ୍ଗ । ବର୍ଷା ପବନ ଯୋଗୁଁ ସ୍ପାଇସଜେଟର ସିଡ଼ି ହେଲା ବାଡେଇ । ଓ୍ବିଙ୍ଗ (ଡେଣା) ଓ ଇଞ୍ଜିନର କ୍ଷତିଗ୍ରସ୍ତ । ଅଧିକ ପଢନ୍ତୁ.....
ପବନରେ ଭାଙ୍ଗିଲା ଇଣ୍ଡିଗୋ ବିମାନର ଓ୍ବାଙ୍ଗି
ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍ ଅନୁଯାୟୀ, ସକାଳ ପ୍ରାୟ 30 ମିନିଟ୍ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହୋଇଥିଲା । ଶୁକ୍ରବାର ରାତିରୁ ଏହି ବର୍ଷା ଜାରି ରହିଥିବା ବେଳେ ଶନିବାର ସକାଳୁ ପବନ ସାଙ୍ଗକୁ ଅତି ପ୍ରବଳ ହୋଇଥିଲା । ତେବେ ବିଭିନ୍ନ ସ୍ଥାନରେ ହାଲକା ବର୍ଷା ଜାରି ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ମିଳିଛି ।
ସୌଜନ୍ୟ @ANI