ଶ୍ରୀନଗର : ପୁଣି ଅଶାନ୍ତ ସୀମା । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଏନକାଉଣ୍ଟର । ଏଥରେ 2 ଜଣ ଆତଙ୍କବାଦୀ ନିହତ ହୋଇଛି । ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଶ୍ରୀଗୁଫୁଓ୍ବାରାରେ ଜାରି ରହିଛି କୁମ୍ବିଂ ଅପରେସନ ।
ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି, 2 ଆତଙ୍କୀ ନିହତ - ଅନନ୍ତନାଗରେ ଏନକାଉଣ୍ଟର
ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି । 2 ଆତଙ୍କୀ ନିହତ ,ଜାରି ରହିଛି କୁମ୍ବିଂ ଅପରେସନ । ଅଧିକ ପଢନ୍ତୁ...

ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି
ଅନନ୍ତନାଗରେ ସୁରକ୍ଷା ବାହିନୀର ଏନକାଉଣ୍ଟର ଜାରି, 2 ଆତଙ୍କୀ ନିହତ
ଏହି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ପୋଲିସ ଓ ସୁରକ୍ଷା ବାହିନୀର ମିଳିତ ଉଦ୍ୟମରେ ଏହି ଅପରେସନ କରାଯାଉଛି । ଏନେଇ କାଶ୍ମୀର ପୋଲିସ ପକ୍ଷରୁ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ
Last Updated : Jul 13, 2020, 2:51 PM IST