ଲେହ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ ବଡ ଧରଣର ଭୂମିକମ୍ପର ଝଟକା ଅନୁଭୂତ । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 5.4 ରହିଛି ।
ଲଦାଖରେ 5.4 ତୀବ୍ରତାର ଭୂମିକମ୍ପ - Ladakh earthquake
କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ 5.4 ତୀବ୍ରତାର ଭୂମିକମ୍ପ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ଅଧିକ ପଢନ୍ତୁ...
ଲଦାଖରେ 5.4 ତୀବ୍ରତାର ଭୂମିକମ୍ପ
ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ 4ଟା 27ରେ ଏହି ଭୂମିକମ୍ପ ହୋଇଥିଲା । 10 ସେକେଣ୍ଡ ପର୍ଯ୍ୟନ୍ତ ଏହାର ତୀବ୍ରତା ଅନୁଭୂତ ହୋଇଥିବା ବେଳେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନି ।