ପୋର୍ଟ ବ୍ଲେୟାର: ଶୁକ୍ରବାର ରାତି 8.12 ସମୟରେ ଥରିଲା କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର । ରିକ୍ଟର ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା 5.0 ରହିଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍) ପକ୍ଷରୁ କୁହାଯାଇଛି ।
ଆଣ୍ଡାମାନ ଓ ନିକୋବରରେ ଭୂମିକମ୍ପ - ଆଣ୍ଡାମାନ ଏବଂ ନିକୋବରରେ ଭୂମିକମ୍ପ
ଶୁକ୍ରବାର ରାତି 8.12 ସମୟରେ ଥରିଲା କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ ଓ ନିକୋବର । ରିକ୍ଟର ସ୍କେଲ୍ରେ ଏହି ଭୂମିକମ୍ପର ତୀବ୍ରତା 5.0 ରହିଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ୍) ପକ୍ଷରୁ କୁହାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଆଣ୍ଡାମାନ ଓ ନିକୋବରରେ ଭୂମିକମ୍ପ
ଏନସିଏସ୍ ଅନୁଯାୟୀ, କମ୍ପନର କେନ୍ଦ୍ରସ୍ଥଳ ଆଣ୍ଡାମାନ ଓ ନିକୋବରର କ୍ୟାମ୍ପବେଲ ୱା ଠାରୁ 270 କିଲୋମିଟର ଦୂର ଉତ୍ତର-ପୂର୍ବରେ ଥିଲା । ତେବେ ଭୂମିକମ୍ପରେ କୌଣସି ବ୍ୟକ୍ତିଙ୍କର କ୍ଷତି ହୋଇନଥିବା ସୂଚନା ରହିଛି ।