ଓଡିଶା

odisha

ETV Bharat / bharat

ମିଜୋରାମରେ ପୁଣି ଭୂକମ୍ପ ଝଟକା - ଭୂକମ୍ପ ଝଟକା

ଗୁରୁବାର ମିଜୋରାମର ପୂର୍ବ ଲୁଙ୍ଗଦାର (ପିଟି) ନିକଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ରେକର୍ଡ ହୋଇଛି ।

ଭୂକମ୍ପ ଝଟକା
ଭୂକମ୍ପ ଝଟକା

By

Published : Jul 9, 2020, 3:53 PM IST

Updated : Jul 9, 2020, 4:57 PM IST

ଆଇଜୋଲ: ପୁଣି ଭୂକମ୍ପ ଝଟକାରେ ଥରିଲା ମିଜୋରାମ । ଗୁରୁବାର ମିଜୋରାମର ପୂର୍ବ ଲୁଙ୍ଗଦାର (ପିଟି) ନିକଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.3 ରେକର୍ଡ ହୋଇଛି । ଏନେଇ ଜାତୀୟ ସେସମୋଲୋଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୂକମ୍ପ ଝଟକା

ତେବେ ଅପରାହ୍ନ 2ଟା 28 ମିନିଟ ସମୟରେ ହୋଇଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମିଜୋରାମ ଚମ୍ପାଇଠାରୁ 23 କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଭୂପୃଷ୍ଠଠାରୁ 10 କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ରବିବାର ମିଜୋରାମର ଚମ୍ପାଇ ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.6 ରେକର୍ଡ ହୋଇଥିଲା ।

Last Updated : Jul 9, 2020, 4:57 PM IST

ABOUT THE AUTHOR

...view details