ଶ୍ରୀନଗର: ଭୂ-କମ୍ପରେ ଥରିଲା ଜମ୍ମୁ-କାଶ୍ମୀର । ଜମ୍ମୁ-କାଶ୍ମୀରର 88 କିମି ଦୂର ପୂର୍ବ କତ୍ରାରେ ଭୂ-କମ୍ପର ଝଟକା ଅନୁଭୂତ ହୋଇଛି । ଶୁକ୍ରବାର ଭୋର 4.55 ସମୟରେ ଭୂ-କମ୍ପ ହୋଇଥିବା ସୂଚନା ।
ଭୂସ୍ବର୍ଗରେ ଭୂକମ୍ପ, 3.9 ତୀବ୍ରତାରେ ଥରିଲା କତ୍ରା - 3.9 ତ୍ରୀବତାରେ ଥରିଲା କତ୍ରା
ଜମ୍ମୁ-କାଶ୍ମୀରର କତ୍ରାରେ ଭୂ-କମ୍ପର ଝଟକା । 3.9 ତୀବ୍ରତାରେ ଥରିଲା କତ୍ରା ଅଞ୍ଚଳ । ଅଧିକ ପଢନ୍ତୁ...
3.9 ତୀବ୍ରତା ଥରିଲା କତ୍ରା
ଭୂକମ୍ପ ତୀବ୍ରତା ରେକ୍ଟର ସେଲରେ 3.9 ରେକର୍ଡ କରାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ଗୁରୁବାର ଦେଶର ତିନୋଟି ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ।