କାବୁଲ: ଭୂକମ୍ପରେ ଥରୁଛି ଦେଶ। ମହାମାରୀ ମଧ୍ୟରେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି। ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଜୀବନ ଜିଉଁଥିବା ବେଳେ ଏହି ଅହରହ ଭୂକମ୍ପର ଝଟକା ଭବିଷ୍ୟତରେ ଏକ ବଡ ବିପଦର ସଙ୍କେତ ଦେଉଛି।
ଭୂକମ୍ପରେ ଥରିଲା ହିନ୍ଦଖୁସ୍, ରିକ୍ଟର ସ୍କେଲରେ ତୀବ୍ରତା 3.8 - An earthquake of magnitude 3.8
ଭୂକମ୍ପରେ ଥରିଲା ଆଫଗାନିସ୍ତାନର ହିନ୍ଦଖୁସ୍ ଅଞ୍ଚଳ। ରବିବାର ସକାଳ ପ୍ରାୟ 5.28ରେ ଏହି ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ବହୁତ କମଥିଲା। ରିକ୍ଟରେ ସ୍କେଲରେ ଏହା 3.8 ରହିଛି।
ଭୂକମ୍ପରେ ଥରିଲା ହିନ୍ଦଖୁସ୍ , ରିକ୍ଟରେ ସ୍କେଲରେ ତୀବ୍ରତା 3.8
ଭୂକମ୍ପରେ ଥରିଲା ଆଫଗାନିସ୍ତାନର ହିନ୍ଦଖୁସ୍ ଅଞ୍ଚଳ। ରବିବାର ସକାଳ ପ୍ରାୟ 5.28ରେ ଏହି ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ବହୁତ କମଥିଲା। ରିକ୍ଟରେ ସ୍କେଲରେ ଏହା 3.8 ରହିଛି। ଏନେଇ ଭାରତୀୟ କେନ୍ଦ୍ରୀୟ ସେସିମୋଲୋଜି ପକ୍ଷରୁ କୁହାଯାଇଛି।
ଏବେ ସୁଦ୍ଧା ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ନାହିଁ। ଲୋକମାନେ ସୁରକ୍ଷିତ ରହିଥିବା ବେଳେ ଭୟଭୀତ ନହେବାକୁ ସ୍ଥାନୀୟ ପ୍ରଶାସନ ସତର୍କ କରାଇଛି।