ଓଡିଶା

odisha

ETV Bharat / bharat

ଚକମା ଦେଇ ଚମ୍ପଟ ମାରୁଥିବା ଅଭିଯୁକ୍ତକୁ କାବୁ କଲା ପୋଲିସ - ଚକମା ଦେଇ ଖସି ଯାଉଥିବା ଅଭିଯୁକ୍ତକୁ କାବୁ କରିଛି ପୋଲିସ

ଚକମା ଦେଇ ଖସି ଯାଉଥିବା ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଅଭିଯୁକ୍ତର ଆକ୍ରମଣରେ ହେଡ କନେଷ୍ଟବଳ ଆହତ । ଅଧିକ ପଢନ୍ତୁ...

An accused attacked to the constable in bengaluru
ଚକମା ଦେଇ ଖସି ଯାଉଥିବା ଅଭିଯୁକ୍ତକୁ କାବୁ କରିଛି ପୋଲିସ

By

Published : May 6, 2020, 6:10 PM IST

ବେଙ୍ଗାଲୁରୁ :ଚକମା ଦେଇ ଖସି ଯାଉଥିବା ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁର ସାଶାଭେଘାଟାରେ | ବେଙ୍ଗାଲୁରୁର ଉତ୍ତର ଡିଭିଜନର ଜଣେ କନେଷ୍ଟବଳଙ୍କୁ ଅଭିଯୁକ୍ତ ଆକ୍ରମଣ କରି ଖସି ପଳାଇ ଯାଇଥିବା ବେଳେ ଜଣେ କନେଷ୍ଟବଳ ତାଙ୍କୁ ବାଧ୍ୟ ହୋଇ ଗୁଳି ଚଳାଇ ଥିଲେ ।

ଏଥରେ ଅଭିଯୁକ୍ତର ଆଣ୍ଠୁରେ ଗୁଳି ବାଜିଛି । ତେବେ ଏଥିରେ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ଜଣକ ହତ୍ୟା ମାମଲାରେ ଜିଡିତ ଥିବା ସୂଚନା ଦେଇଛନ୍ତି ଉତ୍ତର ବେଙ୍ଗାଲୁରୁର ଡିସିପି ଶଶି କୁମାର ।

ସୌଜନ୍ୟ @ ANI

ABOUT THE AUTHOR

...view details