ନୂଆଦିଲ୍ଲୀ: ଜେଏନୟୁ ହିଂସାକୁ ନେଇ ଦିଲ୍ଲୀ ରାଜ୍ୟପାଳ ଅନିଲ ବୈଜଲଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଏହାସହ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ କିଛି ରିପ୍ରେଜେନଟିଭଙ୍କୁ ଡାକି ଆଲୋଚନା କରିବା ପାଇଁ କହିଛନ୍ତି ଗୃହମନ୍ତ୍ରୀ।
ଜେଏନୟୁ ହିଂସାକୁ ନେଇ ରାଜ୍ୟପାଳଙ୍କ ସହ ଗୃହମନ୍ତ୍ରୀଙ୍କ ଆଲୋଚନା - ରାଜ୍ୟପାଳଙ୍କ ସହ ଆଲୋଚନା କଲେ ଗୃହମନ୍ତ୍ରୀ
ଜେଏନୟୁ ହିଂସାକୁ ନେଇ ଦିଲ୍ଲୀ ରାଜ୍ୟପାଳ ଅନିଲ ବୈଜଲଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଆଗକୁ ପଢନ୍ତୁ...
ଜେଏନୟୁ ହିଂସାକୁ ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କଲେ ଗୃହମନ୍ତ୍ରୀ
ରବିବାର ଗୃହମନ୍ତ୍ରୀ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଗୃହ ମନ୍ତ୍ରଣାଳୟ, ଦିଲ୍ଲୀ ପୋଲିସଙ୍କୁ ଏନେଇ ରିପୋର୍ଟ ମାଗିଛି। ରବିବାର କିଛି ମୁଖାଧାରୀ ଛାତ୍ର କ୍ୟାମ୍ପସ ମଧ୍ୟରେ ପଶି ଛାତ୍ରଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ଅଧ୍ୟାପକ ମଧ୍ୟ ଆହତ ହୋଇଥିଲେ।