କୋଲକାତା: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ତେଜୁଛି ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅନୁରୋଧ ସତ୍ତ୍ବେ ରାଜ୍ୟରେ ହିଂସାତ୍ମକ ଘଟଣା ବଢିବାରେ ଲାଗିଛି । ଉତ୍ତର 24 ପରଗନା ଜିଲ୍ଲା ହିଂସାର କେନ୍ଦ୍ର ପାଲଟିଛି । ପ୍ରଦର୍ଶନକାରୀ ରାସ୍ତା ଉପରେ ଟାୟାର ଜଳାଇ ରାସ୍ତା ଅବରୋଧ କରିଛନ୍ତି ।
ନାଗରିକତା ସଂଶୋଧନ ଆଇନ୍: ପଶ୍ଚିମବଙ୍ଗରେ ଜଳୁଛି ନିଆଁ - protest against Citizenship Amendment Act
ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ତେଜୁଛି ପ୍ରଦର୍ଶନ । ପ୍ରଦର୍ଶନକାରୀ ରାସ୍ତା ଉପରେ ଟାୟର ଜଳାଇ ରାସ୍ତା ଅବରୋଧ କରିଛନ୍ତି ।
ଫଟୋ ସୌଜନ୍ୟ: ଇଟିଭି ଭାରତ
ସେପଟେ ଉତ୍ତରପୂର୍ବାଞ୍ଚଳରେ ଆନ୍ଦୋଳନ ହିଂସାତ୍ମକ ହେବା ସହ ଘଟଣାରେ ଏବେ ସୁଦ୍ଧା 6 ଜଣ ପ୍ରାଣ ହରାଇସାରିଲେଣି । ଆସାମର ସ୍ଥିତି ସାମାନ୍ୟ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଗୌହାଟୀ ଓ ଦେବ୍ରୁଗଡରେ ଶନିବାର ଏବଂ ରବିବାର କିଛି ସମୟ ପାଇଁ କର୍ଫ୍ୟୁ କୋହଳ କରାଯାଇଛି ।
Last Updated : Dec 15, 2019, 3:34 PM IST