ନୂଆଦିଲ୍ଲୀ: ଆସନ୍ତା ଜାନୁଆରୀ 31 ଓ ଫେବୃଆରୀ 1ରେ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କରାଯିବ । ସେହିପରି ମାର୍ଚ୍ଚ 11, 12 ଓ 13ରେ ତିନିଦିନିଆ ଧର୍ମଘଟ କରାଯିବ । ଏନେଇ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ଜାନୁଆରୀ 31 ଓ 1ରେ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ - ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସୂଚନା
ଆସନ୍ତା ଜାନୁଆରୀ 31 ଓ ଫେବୃଆରୀ 1ରେ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ କରାଯିବ । ସେହିପରି ମାର୍ଚ୍ଚ 11, 12 ଓ 13ରେ ତିନିଦିନିଆ ଧର୍ମଘଟ କରାଯିବ ।
ଆସନ୍ତା ଜାନୁଆରୀ 31 ଓ 1ରେ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ
ପରିବର୍ତ୍ତିତ ଦରମାରେ ସଂଶୋଧନ ତଥା ବନ୍ଦୋବସ୍ତ ପାଇଁ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ 2017 ମସିହା ନଭେମ୍ବର ମାସରୁ ଦାବି କରି ଆସୁଛି । ହେଲେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେଣୁ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।