ମୁମ୍ବାଇ: କୋରୋନା ପାଇଁ ଆଇଆଇଟି ବମ୍ବେରେ ଶିକ୍ଷାଦାନ ଓ ଲାବ୍ରୋଟାରୀ କାର୍ଯ୍ୟକୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିପରି ପରିସ୍ଥିତି ଅନୁସାରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଓ ଲାବ୍ରୋଟାରୀ କାର୍ଯ୍ୟର ଆରମ୍ଭ ସଂପର୍କରେ ଇମେଲ ଓ ୱେବସାଇଟ ଯୋଗେ ସୂଚନା ଦିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
କୋରୋନା ଆତଙ୍କ: IIT ବମ୍ବେରେ ଶିକ୍ଷାଦାନ ଓ ଲାବ୍ରୋଟାରୀ କାର୍ଯ୍ୟ ସ୍ଥଗିତ - classroom & laboratory work of IIT Bombay instructed to suspend till March 29
କୋରୋନା ପାଇଁ ଆଇଆଇଟି ବମ୍ବେରେ ଶିକ୍ଷାଦାନ ଓ ଲାବ୍ରୋଟାରୀ କାର୍ଯ୍ୟକୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...
କୋରୋନା ଆତଙ୍କ: ଆଇଆଇଟି ବମ୍ବେରେ ଶିକ୍ଷାଦାନ ଓ ଲାବୋରୋଟାରୀ କାର୍ଯ୍ୟ ସ୍ଥଗିତ
ଗବେଷଣା ସନ୍ଦର୍ଭରେ ନିୟୋଜିତ ଥିବା ପିଏଚଡି ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଚାହିଁଲେ କ୍ୟାମ୍ପସ ପରିସରରେ ରହି ପାରିବେ । ସେଥିପାଇଁ ସେମାନଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ଆଇଆଇଟି ବମ୍ବେ ପକ୍ଷରୁ ସୂଚନା ଦିଆଯାଇଛି ।
@ANI
TAGGED:
କୋରୋନା ଆତଙ୍କ