ନୂଆଦିଲ୍ଲୀ: ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ ଭାବରେ ନିଯୁକ୍ତି ପାଇଛନ୍ତି । ସେ ଅଗଷ୍ଟ ୨ ରେ ନିଜ ଦାୟିତ୍ୱ ଗ୍ରହଣ କରିବେ।
ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ ହେବେ ବିବେକ ରାମ ଚୌଧୁରୀ - ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ନୂଆ ମୁଖ୍ୟ
ଚୌଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀର ଜଣେ ଛାତ୍ର । ସେ 1982 ମସିହା ଡିସେମ୍ବର 29 ରେ ଭାରତୀୟ ବାୟୁସେନାର ଫାଇଟର୍ ଷ୍ଟ୍ରିମ୍ରେ ନିଯୁକ୍ତ ହୋଇଥିଲେ ।
ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ
ଚୌଧୁରୀ ନ୍ୟାସନାଲ ଡିଫେନ୍ସ ଏକାଡେମୀର ଜଣେ ଛାତ୍ର । ସେ 1982 ମସିହା ଡିସେମ୍ବର 29 ରେ ଭାରତୀୟ ବାୟୁସେନାର ଫାଇଟର୍ ଷ୍ଟ୍ରିମ୍ରେ ନିଯୁକ୍ତ ହୋଇଥିଲେ ।
ଚୌଧୁରୀ ଏୟାର ଅଫିସର ବିଭିନ୍ନ ବିମାନ ଉଡ଼ାଇଛନ୍ତି । ତାଙ୍କର ମିଗ-21 , ମିଗ-23ଏମଏଫ , ମିଗ୍-29 ଏବଂ ସୁଖୋଇ-30ଏମକେଆଇ ଉଡାଇବାରେ ଅଭିଜ୍ଞତା ରହିଛି । ଏହା ବ୍ୟତୀତ ସେ ବାୟୁସେନାର ବିଭିନ୍ନ ପ୍ରକାରର ଯୁଦ୍ଧବିମାନ ଏବଂ ପ୍ରଶିକ୍ଷକ ବିମାନରେ ବାୟୁସେନା ପରୀକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି ।