ବେଙ୍ଗାଲୁରୁ: ଏୟାର ମାର୍ଶାଲ ଅରବିନ୍ଦ ସିଂହ ବୁଟୋଲାଙ୍କୁ ବେଙ୍ଗାଲୁରୁ ବାୟୁସେନା ପ୍ରଶିକ୍ଷଣ ମୁଖ୍ୟ ଭାବେ ମିଳିଛି ନିଯୁକ୍ତି । ଏହି ପଦବୀରେ ବୁଟୋଲାଙ୍କୁ ସୋମବାର ବାୟୁସେନା ପକ୍ଷରୁ ନିଯୁକ୍ତ କରାଯାଇଛି ।
ଅରବିନ୍ଦ ସିଂହ ବୁଟୋଲା ହେଲେ ବେଙ୍ଗାଲୁରୁ ବାୟୁସେନା ପ୍ରଶିକ୍ଷଣ ମୁଖ୍ୟ - ବେଙ୍ଗାଲୁର ବାୟୁସେନା ପ୍ରଶିକ୍ଷଣ ମୁଖ୍ୟ
ଭାରତୀୟ ବାୟୁସେନାର ବେଙ୍ଗାଲୁର ପ୍ରଶିକ୍ଷଣ ଶିବିରର ମୁଖ୍ୟ ଭାବେ ନିଯୁକ୍ତି ପାଇଲେ ଏୟାର ମାର୍ଶାଲ ଅରବିନ୍ଦ ସିଂହ ବୁଟୋଲା ।
![ଅରବିନ୍ଦ ସିଂହ ବୁଟୋଲା ହେଲେ ବେଙ୍ଗାଲୁରୁ ବାୟୁସେନା ପ୍ରଶିକ୍ଷଣ ମୁଖ୍ୟ](https://etvbharatimages.akamaized.net/etvbharat/prod-images/768-512-4748812-thumbnail-3x2-air.jpg)
ଫଟୋ ସୌଜନ୍ୟ: ଏଏନ୍ଆଇ
ନ୍ୟାଶନ୍ୟାଲ ଡ଼ିଫେନ୍ସ ଏକାଡେମୀର ଅଧ୍ୟୟନ କରିଛନ୍ତି ଏୟାର ମାର୍ଶାଲ ଅରବିନ୍ଦ । 1982 ମସିହାରେ ସେ ଭାରତୀୟ ବାୟୁସେନାର ହେଲିକପ୍ଟର କମିଶନ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି ।