ଓଡିଶା

odisha

ETV Bharat / bharat

କୋରୋନା କବଳରେ ଏମ୍ସ ନର୍ସିଂ ଅଧିକାରୀ ଓ ତାଙ୍କ 20 ମାସର ଶିଶୁ - Aiims nursing officer and her 20 month old baby tested corona positive

ଦିଲ୍ଲୀ ଏମ୍ସର ଜଣେ ନର୍ସିଂ ଅଧିକାରୀ ଏବଂ ତାଙ୍କର 20 ମାସର ଶିଶୁ କୋରୋନା ପଜିଟିଭ ଚିହ୍ନଟ । ପୂର୍ବରୁ ତାଙ୍କର ସ୍ବାମୀ କୋରୋନା ଚିହ୍ନଟ ହୋଇଥିଲେ । ଅଧିକ ପଢନ୍ତୁ..

Aiims nursing officer and her 20 month old baby tested corona positive
ପ୍ରତିକାତ୍ମକ ଫଟୋ

By

Published : Apr 19, 2020, 12:06 AM IST

ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରି ଚାଲିଛି ମହାମାରୀ କୋରୋନା । ଡାକ୍ତରଙ୍କ ପରେ ଏବେ ସ୍ବାସ୍ଥ୍ୟକର୍ମୀଙ୍କୁ ନିଜ କବଳକୁ ନେଇ କୋରୋନା । ଦିଲ୍ଲୀ ଏମ୍ସର ଜଣେ ନର୍ସିଂ ଅଧିକାରୀ ଏବଂ ତାଙ୍କର 20 ମାସର ଶିଶୁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପୂର୍ବରୁ ନର୍ସିଂ ଅଧିକାରୀଙ୍କ ସ୍ବାମୀ କୋରୋନା ପଜିଟିଭ ଚିହ୍ନଟ ହୋଇ ଆରଏମଏଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାମୀଙ୍କୁ ଜାଜରର ହେଲଥ କେୟାରକୁ ସ୍ଥାନାନ୍ତର କରାଯାଇଛି ।

@ANI

ABOUT THE AUTHOR

...view details