ନୂଆଦିଲ୍ଲୀ: ଏମ୍ସ ଡାକ୍ତରଙ୍କ ଠାରେ କୋରୋନା ଭାଇରସ ଚିହ୍ନଟ । ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ମେଡିକାଲ ସାଇନ୍ସ (ଏମ୍ସ)ର ମନୋବିଜ୍ଞାନ ବିଭାଗରେ ଜଣେ ଡାକ୍ତରଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।
କୋରୋନା କବଳରେ AIIMS ଡାକ୍ତର - AIIMS doctor corona positive
ଏମ୍ସ ଡାକ୍ତରଙ୍କ ଠାରେ କୋରୋନା ଭାଇରସ ଚିହ୍ନଟ । ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ମେଡିକାଲ ସାଇନ୍ସ (ଏମ୍ସ)ର ମନୋବିଜ୍ଞାନ ବିଭାଗରେ ଜଣେ ଡାକ୍ତରଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି ।

AIIMS ଡାକ୍ତରଙ୍କୁ କୋରୋନା ପଜିଟିଭ୍
ତେବେ ସେ ଏକ ଘରୋଇ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏହାଛଡା ତାଙ୍କ ପରିବାର ସଦସ୍ୟଙ୍କ ମଧ୍ୟ ସ୍କ୍ରିନିଂ ଟେଷ୍ଟ କରାଯିବା ନେଇ ଏମ୍ସ ପକ୍ଷରୁ ସୂଚନା ମିଳିଛି ।
ପ୍ରକାଶ ଥାଉକି, ଭାରତରେ ବର୍ତ୍ତମାନ ସୁଦ୍ଧା 1965 କୋରୋନା ଆକ୍ରାନ୍ତ ଥିବାବେଳେ 50 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।