ଓଡିଶା

odisha

ETV Bharat / bharat

‘ଏକ୍‌ଜିଟ ପୋଲ ଦେଖି ସବୁ ବିରୋଧୀ ଦଳ ଆଇସିୟୁରେ ’ - political

ଏକ୍‌ଜିଟ ପୋଲ ପ୍ରକାଶ ପରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ କହିଛନ୍ତି, ସବୁ ରାଜନୈତିକ ବିରୋଧୀ ଦଳ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@girirajsinghbjp

By

Published : May 20, 2019, 12:27 PM IST

ନୂଆଦିଲ୍ଲୀ: ଗତକାଲି(ରବିବାର) ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ତେବେ ନିର୍ବାଚନ ଶେଷ ପରେ ବିଭିନ୍ନ ସଂସ୍ଥା ନିଜର ଏକ୍‌ଜିଟ ପୋଲ ପ୍ରକାଶ କରିଛନ୍ତି । ଯେଉଁଥିରେ ବିଜେପି ନେତୃତ୍ବ ଏନଡିଏ ବହୁମତ ପାଇ ସରକାର ଗଠନ କରିବ ବୋଲି ଦର୍ଶାଯାଇଛି ।

ତେବେ ଏକ୍‌ଜିଟ ପୋଲକୁ କିଛି ରାଜନୈତିକ ଦଳ ମାନୁଥିବାବେଳେ କିଛି ଏହାକୁ ମାନୁନାହାଁନ୍ତି । ଏହା ସହ ଏହାକୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି । ଏକ୍‌ଜିଟ ପୋଲ ପ୍ରକାଶ ପରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଗିରିରାଜ ସିଂ କହିଛନ୍ତି, ସବୁ ବିରୋଧୀ ଦଳ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

ସେପଟେ ଏହି ଏକ୍‌ଜିଟ ପୋଲକୁ ବିରୋଧୀ ଦଳ ଭୂଲ ତଥ୍ୟ ବୋଲି କହୁଛନ୍ତି ।

ABOUT THE AUTHOR

...view details