ନୂଆଦିଲ୍ଲୀ: ମୃତ୍ୟୁ ହେବାର 5 ଦିନ ପରେ ବି ସମ୍ପୂର୍ଣ୍ଣ ତାଜା ଅଛି ମୃତଦେହ । ତାହା ପୁଣି ବିନା କୈଣିସି କେମିକାଲ ଓ ବରଫରେ । ଆଜ୍ଞା ହଁ ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ହିମାଚଳପ୍ରଦେଶର ସୀବାଲସର ରେ ।
ଦେଶବିଦେଶରେ ପ୍ରସିଦ୍ଧ ବୈଦ୍ଧ ଧର୍ମାଲମ୍ବୀ ବୁଦ୍ଧ ମନ୍ଦିର ସୀବାଲସର ର ପ୍ରମୁଖ ଲାମା ୱାଙ୍ଗଡୋର ରିମ୍ଫୋଚ୍ଚେ ବା ମଙ୍କ ମାଷ୍ଟର ସମ୍ପତ୍ତି ରିୱାଲସାର ସେପ୍ଟେମ୍ବର 18 ସକାଳ 2ଟା 52 ରେ ଦେହ ତ୍ୟାଗ କରିଥିଲେ । ତେବେ ତାଙ୍କର ଅନ୍ତିମ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଲାମା ସମ୍ପ୍ରଦାୟର ଲୋକଙ୍କୁ ସୁଅ ଛୁଟୁଛି ।