ନୂଆଦିଲ୍ଲୀ: ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ନେଲେ କରମବୀର ସିଂ । ନିଜ ପୂର୍ବପୁରୁଷଙ୍କୁ ପ୍ରଶଂସା କରିବା ସହ ନୌସେନାକୁ ଏକ ନୂଆ ସ୍ତରକୁ ନେବା ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି ନାଭି ଚିଫ ।
ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ କରମବୀର ସିଂ - Naval staff
ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ନେଲେ ଆଡମାଇରାଲ କରମବୀର ସିଂ ।
![ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଲେ କରମବୀର ସିଂ](https://etvbharatimages.akamaized.net/etvbharat/prod-images/768-512-3430143-thumbnail-3x2-navy.jpeg)
ଫଟୋ ସୌଜନ୍ୟ: ଏଏନଆଇ
ନୌସେନାର ମୁଳଦୂଆ ମଜବୁତ ଥିବା ସହ ଏହା ନୂଆ ସ୍ତରରେ ପହଞ୍ଚି ସାରିଛି । ତେଣୁ ଏଥିପ୍ରତି ଆନ୍ତରିକତା ସହ ରାଷ୍ଟ୍ର ପାଇଁ ମଜବୁତ ଓ ବିଶ୍ବାସନୀୟ ନୌସେନା ଯୋଗାଇବା ସହ ଦେଶର ସୁରକ୍ଷା ପାଇଁ ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ସଦା ସର୍ବଦା ନୌସେନା ଚେଷ୍ଟା କରିବ ବୋଲି ସେ କହିଛନ୍ତି ।