ଓଡିଶା

odisha

ETV Bharat / bharat

ଆଜିଠୁ ମୁମ୍ବାଇର ସବଅର୍ବାନ ରେଳ ବିଭାଗରେ ଯୋଡିହେଲା 40ଟି ଅତିରିକ୍ତ ସେବା - ସବଅର୍ବାନ ରେଳ ବିଭାଗରେ ଯୋଡାଗଲା 40ଟି ଅତିରିକ୍ତ

ପଶ୍ଚିମ ରେଳବାଇ ପକ୍ଷରୁ ମୁମ୍ବାଇର ସବଅର୍ବାନ ବିଭାଗରେ 40 ଟି ଅତିରିକ୍ତ ସେବା ଯୋଡାଯାଇଛି । ପୂର୍ବରୁ ଏହି ବିଭାଗରେ 162 ସେବା ପରିଚାଳିତ ହେଉଥିଲା । ଅଧିକ ପଢନ୍ତୁ...

ଆଜି ଠୁ ମୁମ୍ବାଇର ସବଅର୍ବାନ ରେଳ ବିଭାଗରେ ଯୋଡାଗଲା 40ଟି ଅତିରିକ୍ତ
ଆଜି ଠୁ ମୁମ୍ବାଇର ସବଅର୍ବାନ ରେଳ ବିଭାଗରେ ଯୋଡାଗଲା 40ଟି ଅତିରିକ୍ତ

By

Published : Jun 29, 2020, 10:33 AM IST

ମୁମ୍ବାଇ: ପଶ୍ଚିମ ରେଳବାଇ ପକ୍ଷରୁ ସବଅର୍ବାନ ବିଭାଗରେ 40ଟି ଅତିରିକ୍ତ ସେବାକୁ ଯୋଡାଯିବ । ଆଜି ଠାରୁ ଏହି ସେବା ଯୋଗାଇ ଦିଆଯିବ । ପୂର୍ବରୁ 162ଟି ସେବା ପରିଚାଳିତ ହେଉଥିବାବେଳେ ବର୍ତ୍ତମାନ 202ଟି ସର୍ବଅର୍ବାନ ସେବା ବିଭାଗ ଦ୍ବାରା ପରିଚାଳିତ ହେବ ।

ପଶ୍ଚିମ ରେଳବାଇ କହିଛି ଯେ, ଚର୍ଚ୍ଚଗେଟ-ବୋରିଭାଲୀ ମଧ୍ୟରେ 20 ଟି ସେବା କରାଯିବ। ଏହି ସମୟରେ, ବୋରଭାଲୀ-ବୋଇସର ମଧ୍ୟରେ ଧିର ଗତି ଦୁଇଟି ସେବା ଆରମ୍ଭ ହେବ ।

ବୋଇସର-ଚର୍ଚ୍ଚଗେଟ ଠାରୁ ଦୁଇଟି ଦ୍ରୁତ ସେବା ଚାଲିବ, ଦୁଇଟି ଧୀର ସେବା ଭିରାର-ବୋରିଭାଲି ମଧ୍ୟରେ ଦିଗରେ କାର୍ଯ୍ୟକ୍ଷମ ହେବ ।

ଚର୍ଚ୍ଚଗେଟ-ଭିରାର ମଧ୍ୟରେ 14ଟି ଦ୍ରୁତ ସେବା କାର୍ଯ୍ୟକ୍ଷମ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details