ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି । ଏହାରି ମଧ୍ୟରେ ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷ ତଳକୁ ଖସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛନ୍ତି।
କୋରୋନା ସକ୍ରିୟ ମାମଲା 8 ଲକ୍ଷ ତଳକୁ ଖସିଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ - କୋରୋନା ଆକ୍ଟିଭ ମାମଲା
ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷ ତଳକୁ ଖସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଘୋଷଣା କରିଛନ୍ତି।
![କୋରୋନା ସକ୍ରିୟ ମାମଲା 8 ଲକ୍ଷ ତଳକୁ ଖସିଛି: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଢ ମାସ ମଧ୍ୟରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷ ତଳକୁ ଖସିଛି](https://etvbharatimages.akamaized.net/etvbharat/prod-images/768-512-9206321-368-9206321-1602912832246.jpg)
ଦେଢ ମାସ ମଧ୍ୟରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷ ତଳକୁ ଖସିଛି
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଟ୍ବିଟରେ କହିଛନ୍ତି, ଭାରତ ଏକ ଅଦ୍ଭୁତପୂର୍ବକ ସଫଳତା ପାଇଛି । ଗତ ଦେଢ ମାସ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ କୋରୋନା ଆକ୍ଟିଭ ମାମଲା 8 ଲକ୍ଷରୁ ତଳକୁ ଖସିଛି ।
ଅନ୍ୟ ଏକ ଟ୍ବିଟରେ ମନ୍ତ୍ରଣାଳୟ କହିଛି ଯେ, ଏହି ମହତ୍ବପୂର୍ଣ ସଫଳତା କେନ୍ଦ୍ର-ନେତୃତ୍ୱାଧୀନ ଟାର୍ଗେଟ ରଣନୀତିର ଫଳାଫଳ । ଯାହା ଦେଶରେ କୋରୋନା ସୁସ୍ଥହାର ବୃଦ୍ଧି କରିବା ସହ କ୍ରମାଗତ ଭାବରେ କୋରୋନା ମୃତ୍ୟୁହାରରେ ହ୍ରାସ ଆଣିଛି ।
Last Updated : Oct 17, 2020, 12:11 PM IST