ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଦିଲ୍ଲୀ ସରକାରଙ୍କୁ ଏକ ଚିଠି ଲେଖିଛି । ଯେଉଁଥିରେ ନିଜାମୁଦ୍ଦିନରେ ତବଲିଗି ଜାମାତ ସହ ଜଡିତ ସମସ୍ତ 157 ବିଦେଶୀ ନାଗରିକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଏହା ସହ ସମସ୍ତ ବିଦେଶୀ ନାଗରିକ ଦିଲ୍ଲୀର ବିଭିନ୍ନ ମସଜିଦ ମାନଙ୍କରେ ସେମାନେ ରହିଥିବା କୁହାଯାଇଛି ।
ନିଜାମୁଦ୍ଦିନ ଘଟଣା: 157 ବିଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି - ତବଲିଗି ଜମାତ ବୈଠକ
ମଙ୍ଗଳବାର ଦିଲ୍ଲୀର ତବଲିଗି ଜମାତ ବୈଠକରେ ଭାଗନେଇଥିବା 157 ବିଦେଶୀ ନାଗରିକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଅଧିକ ପଢନ୍ତୁ...

157 ବିଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ଚିଠି ଲେଖିଲା ଦିଲ୍ଲୀ ପୋଲିସ
ତେବେ ମଙ୍ଗଳବାର ଦିଲ୍ଲୀର ନିଜାମୁଦ୍ଦିନର ତବଲିଗି ଜମାତରେ ହୋଇଥିବା ବୈଠକରେ 157 ବିଦେଶୀ ନାଗରିକ ଅଂଶଗ୍ରହଣ କରିଥିଲେ ।