ଓଡିଶା

odisha

ETV Bharat / bharat

ମିନି ଟ୍ରକ ଏବଂ ଟାଟା ସୁମୋ ମୁହାଁମହିଁ, 6 ମୃତ - କର୍ଣ୍ଣାଟକର ମନ୍ଦ୍ୟାରେ ସଡ଼କ ଦୁର୍ଘଟଣାରେ 6 ମୃତ

କର୍ଣ୍ଣାଟକର ମନ୍ଦ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା । ମିନି ଟ୍ରକ ଏବଂ ଟାଟା ସୁମୋ ମୁହାଁମହିଁ । ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା  ବେଳେ 9 ଜଣ ଗୁରୁତର ଅଛନ୍ତି ।

ମିନି ଟ୍ରକ ଏବଂ ଟାଟା ସୁମୋ ମୁହାଁମହିଁ, 6 ମୃତ

By

Published : Nov 22, 2019, 4:41 AM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ମନ୍ଦ୍ୟାରେ ଭୟଙ୍କର ସଡ଼କ ଦୁର୍ଘଟଣା । ମିନି ଟ୍ରକ ଏବଂ ଟାଟା ସୁମୋ ମୁହାଁମହିଁ । ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 9 ଜଣ ଗୁରୁତର ଅଛନ୍ତି । ନଗମଙ୍ଗଲ ତାଲୁକର ରାମନିହାଲୀ ହାଇୱେ ନିକଟରେ ଥିବା ଜୀଭାରଗୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି ।


ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ 2 ମହିଳା ଥିବା ସୂଚନା ରହିଛି । ସେପଟେ ଚିକିତ୍ସିତ ବେଳେ ଆଉ 2 ଜଣଙ୍କର ମୃତ୍ୟୁ ଘଟିଛି । 9 ଗୁରୁତରଙ୍କୁ ନିକଟସ୍ଥ ଅଦିଚୁନଚାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ନଗମଙ୍ଗଲ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details