ଚେନ୍ନାଇ: ଆଜି (ରବିବାର) ଆମ ଆଦମୀ ପାର୍ଟି(ଆପ୍)ର କାର୍ଯ୍ୟକର୍ତ୍ତା ମାନେ ରାଜ୍ୟରେ ହେଉଥିବା ଭ୍ରଷ୍ଟାଚାର ବିରୋଧରେ ଏକ ‘ଝାଡୁ ଯାତ୍ରା’ର ଆୟୋଜନ କରିଛନ୍ତି। ପରେ ପୋଲିସ ଆସି ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ହେପାଜତକୁ ନେଇଥିଲେ।
ଭ୍ରଷ୍ଟାଚାର ବିରୋଧରେ ଆପ୍ର ଝାଡୁ ଯାତ୍ରା - aap workers organised a broom yatra
ଭ୍ରଷ୍ଟାଚାର ବିରୋଧରେ ଚେନ୍ନାଇରେ ଆପ୍ କାର୍ଯ୍ୟକର୍ତ୍ତାଙ୍କ ‘ଝାଡୁ ଯାତ୍ରା’। ଅଧିକ ପଢନ୍ତୁ...
ଭ୍ରଷ୍ଟାଚାର ବିରୋଧରେ ଆପ୍ର ଝାଡୁ ଯାତ୍ରା
ଏହି ମାମଲାରେ ଆପ୍ର ରାଜ୍ୟ ସଂଯୋଜକ କହିଛନ୍ତି, ‘‘ପୋଲିସ ଆମକୁ ଶାନ୍ତିପୂର୍ଣ୍ଣ ଉପାୟରେ ବିରୋଧ ପ୍ରଦର୍ଶନ କରିବାର ଅନୁମତି ଦେଲେ ନାହିଁ, କିନ୍ତୁ ଭାଜପା ଏଠାରେ ଜବରଦସ୍ତି ଭାବେ ଶୋଭାଯାତ୍ରା କରୁଛି।