ଓଡିଶା

odisha

ETV Bharat / bharat

ସ୍ବାସ୍ଥ ଓ ପୋଲିସକର୍ମୀଙ୍କ ପାଇଁ ମାସ୍କ ତିଆରି କଲେ ମିଜୋରାମ ଅଙ୍ଗନବାଡି କର୍ମୀ - ସ୍ବାସ୍ଥ ଓ ପୋଲିସ କର୍ମୀଙ୍କ ପାଇଁ ମାସ୍କ ପ୍ରସ୍ତୁତ କଲେ ମିଜୋରାମ ଅଙ୍ଗନବାଡିକର୍ମୀ

କୋରୋନା ଭାଇରସରୁ ସୁରକ୍ଷିତ ଦେବା ନେଇ ପୋଲିସ ଓ ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି ଅଙ୍ଗନବାଡି କର୍ମୀ । ଅଧିକ ପଢନ୍ତୁ..

Aanganwadi workers stitching protective masks in Mizoram
ସ୍ବାସ୍ଥ ଓ ପୋଲିସ କର୍ମୀଙ୍କ ପାଇଁ ମାସ୍କ ପ୍ରସ୍ତୁତ କଲେ ମିଜୋରାମ ଅଙ୍ଗନବାଡିକର୍ମୀ

By

Published : Apr 8, 2020, 3:26 PM IST

ଅଇଜୁଆଲ: ଭାରତରେ 5 ହଜାର ପାର କରିସାରିଲାଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଯାହା ଏବେ ଦେଶର ସ୍ଥିତିକୁ ସଙ୍ଗୀନ କରିସାରିଲାଣି । ଏନେଇ ଆକ୍ରାନ୍ତଙ୍କ ଚିକିତ୍ସ ପାଇଁ ଦିନ ରାତି ଏକ କରିଦେଇଛନ୍ତି ସ୍ବାସ୍ଥ୍ୟକର୍ମୀ ମାନେ । ସେହିପରି ପୋଲିସ କର୍ମୀ ମାନେ ମଧ୍ୟ ଲୋକଙ୍କୁ ସଚେତନ କରିବା ନେଇ 24 ଘଣ୍ଟା ଡ୍ୟୁଟି କରୁଛନ୍ତି । ଏହିଭଳି ପରିସ୍ଥିତିରେ ସେମାନଙ୍କ ସୁରକ୍ଷା ନେଇ ଚିନ୍ତିତ ଅଙ୍ଗନବାଡିକର୍ମୀ ମାନେ ।

ସ୍ବାସ୍ଥ ଓ ପୋଲିସ କର୍ମୀଙ୍କ ପାଇଁ ମାସ୍କ ପ୍ରସ୍ତୁତ କଲେ ମିଜୋରାମ ଅଙ୍ଗନବାଡିକର୍ମୀ

କୋଭିଡ-19 ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅଙ୍ଗନବାଡିକର୍ମୀଙ୍କ ପ୍ରୟାସ । ମିଜୋରାମର କୋଲାସିବ ଜିଲ୍ଲାର ଥିଙ୍ଗଡୱାଲରେ ଥିବା ଆଙ୍ଗାନୱାଡି କର୍ମୀମାନେ ସ୍ୱାସ୍ଥ୍ୟ ଏବଂ ପୋଲିସ କାର୍ଯ୍ୟକର୍ତ୍ତାଙ୍କ ପାଇଁ ମାସ୍କ ସିଲେଇ କରୁଛନ୍ତି । ଏନେଇ ସୂଚନା ଦେଇଛି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ।

For All Latest Updates

TAGGED:

COVID19

ABOUT THE AUTHOR

...view details