ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ଲ୍ୟାଣ୍ଡ ବାଉଣ୍ଡାରୀ ଏଗ୍ରିମେଣ୍ଟ 2015 ଆଧାରରେ 14 ହଜାର 8ଶହ 64 ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିବା ନେଇ ଗୃହମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରକାଶ କରିଛନ୍ତି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା ପ୍ରକାଶ କରିଛନ୍ତି ।
ଭାରତ-ବାଂଲା ଭୂମି ସୀମା ଚୁକ୍ତିରେ 14 ହଜାର ବାଂଲାଦେଶୀଙ୍କୁ ଭାରତୀୟ ନାଗରିକତା - 14 ହଜାର ବାଂଲାଦେଶୀଙ୍କୁ ଭାରତୀୟ ନାଗରିକତା
ଭାରତ-ବାଂଲାଦେଶ ଲ୍ୟାଣ୍ଡ ବାଉଣ୍ଡାରୀ ଏଗ୍ରିମେଣ୍ଟ 2015 ଆଧାରରେ 14 ହଜାର 8ଶହ 64 ବାଂଲାଦେଶୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିବା ନେଇ ଗୃହମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...
ଭାରତ-ବାଂଲା ଭୂମି ସୀମା ଚୁକ୍ତି ଆଧାରରେ 14 ହଜାର ବାଂଲାଦେଶୀଙ୍କୁ ଭାରତୀୟ ନାଗରିକତା
ସେହିଭଳି 2020 ମାର୍ଚ୍ଚ 6 ସୁଦ୍ଧା ମୋଟ 802 ଜଣଙ୍କୁ ଡିଟେନସନ କେନ୍ଦ୍ରରେ ରଖାଯାଇଥିବା ନେଇ ସେ ଉଲ୍ଲେଖ କରିଛନ୍ତି ।
@ANI
TAGGED:
ଭାରତ-ବାଂଲା ଭୂମି ସୀମା ଚୁକ୍ତି