ଓଡିଶା

odisha

ETV Bharat / bharat

ପୁଣେର ଷ୍ଟାର୍ଟଅପ କମ୍ପାନୀ ତିଆରି କରୁଛି କମ ଦାମ ଭେଣ୍ଟିଲେଟର

କୋରୋନା ମୁକାବିଲା କରୁଛି ଦେଶ । ଗବେଷକମାନେ ଦିନ ରାତି ଏକ କରି ଟୀକା ବିକଶିତ କରିବାକୁ ଲାଗିପଡିଛନ୍ତି । ସେପଟେ କମ ମୂଲ୍ୟ ପୋର୍ଟେବଲ ଭେଣ୍ଟିଲେଟର ଯୋଗାଇଦେବାକୁ କିଛି ଯୁବ ଇଞ୍ଚିନିୟର ଚେଷ୍ଟା କରୁଛନ୍ତି । ଅଧିକ ପଢନ୍ତୁ...

ପୁଣେର ଷ୍ଟାର୍ଟଅପ କମ୍ପାନୀ ତିଆରି କରୁଛି କମ ଦାମ ଭେଣ୍ଟିଲେଟର
ପୁଣେର ଷ୍ଟାର୍ଟଅପ କମ୍ପାନୀ ତିଆରି କରୁଛି କମ ଦାମ ଭେଣ୍ଟିଲେଟର

By

Published : Apr 2, 2020, 4:59 PM IST

ମୁମ୍ବାଇ: ଦେଶକୁ କୋରୋନା ଭାଇରସ ମୁକାବିଲାରେ ସହାୟତା କରିବାକୁ ପୁଣେର ଏକ ଷ୍ଟାଟଅପ କମ୍ପାନୀ ତିଆରି କରୁଛି ଭେଣ୍ଟିଲେଟର । ଯାହା ଅତି କମ ଦାମର ଉପଲବ୍ଧ ହେବ । ଏହି କମ୍ପାନୀର ନିର୍ମାତା ନିଖିଲ ମୁଖାର୍ଜୀ କହିଛନ୍ତି ଯେ ପୋର୍ଟେବଲ ଭେଣ୍ଟିଲେଟର ତିଆରି କରିବା ଏହି କମ୍ପାନୀର ମୂଳ ଲକ୍ଷ୍ୟ ।

ଏହାସହ ସେ କହିଛନ୍ତି ଯେ ଏହି ଫାର୍ମ ଦ୍ବାର ହିଁ ଭେଣ୍ଟିଲେଟରକୁ ବିକଶିତ କରାଯାଉଛି । ଯାହାର ଦାମ ରହିଛି 50 ହଜାରରୁ କମ । କିନ୍ତୁ ଏହା କେବଳ କୋଭିଡ 19 ଆକ୍ରନ୍ତଙ୍କ ପାଇଁ ପ୍ରଯୁଜ୍ୟ । NOCCA ରୋବୋଟିକରେ ଇଞ୍ଜିନିୟରମାନେ ଏହାକୁ ତିଆରି କରୁଛନ୍ତି ।

@ANI

For All Latest Updates

ABOUT THE AUTHOR

...view details