ଓଡିଶା

odisha

ETV Bharat / bharat

ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା - ନାବାଳିକାକୁ ଦୁଷ୍କର୍ମ

ପୁଣି ଲଜ୍ଜ୍ୟା । ଟ୍ୟୁସନ ଶିକ୍ଷକ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ....

mujafarnagar rape
ପୁଣି ଲଜ୍ଜ୍ୟା

By

Published : Mar 7, 2020, 2:52 PM IST

ଲକ୍ଷ୍ନୌ: ପୁଣି ଲଜ୍ଜ୍ୟା । ଟ୍ୟୁସନ ଶିକ୍ଷକ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି । ଏନେଇ ଶିକ୍ଷକ ଜଣଙ୍କୁ ଗିରଫ କରାଯାଇଛି । ଏପରି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫନଗରରେ । ସୂଚନା ଅନୁସାରେ, ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଶିକ୍ଷକଙ୍କ ପତ୍ନୀ ତାଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ଘଟଣାର ତଦନ୍ତ ଆରମ୍ଭ କରି ଶିକ୍ଷକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ ଅଧିକାରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details