ବେଙ୍ଗାଲୁରୁ: ଯାତ୍ରା ହେଲା ଶେଷ ଯାତ୍ରା । ପରିବାର ସହ ଟ୍ରେନରେ ଯାତ୍ରା କରୁଥିବା ବେଳେ ଷ୍ଟେସନରେ ହିଁ ପ୍ରାଣ ହରାଇଲେ ବ୍ୟକ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଯଶୋବନ୍ତପୁର ରେଳଷ୍ଟେସନରେ । ମୃତକ ହେଲେ ମନୋଜ କୁମାର ।
ଅଧାରେ ଅଟକିଲା ଯାତ୍ରା, ଷ୍ଟେସନରେ ପ୍ରାଣ ହରାଇଲେ ବ୍ୟକ୍ତି - A person dies due to heart attack
ରେଳଷ୍ଟେସନରେ ପ୍ରାଣ ହରାଇଲେ ବ୍ୟକ୍ତି । କର୍ଣ୍ଣାଟକକୁ ଉତ୍ତରପ୍ରଦେଶ ପରିବାରଲୋକଙ୍କ ସହ ଟ୍ରେନରେ ଯାଉଥିବାବେଳେ ଷ୍ଟେସନ ହିଁ ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ଅଧାରେ ଅଟକିଲା ଯାତ୍ରା, ଷ୍ଟେସନରେ ପ୍ରାଣ ହରାଇଲେ ବ୍ୟକ୍ତି
ଅଧାରେ ଅଟକିଲା ଯାତ୍ରା, ଷ୍ଟେସନରେ ପ୍ରାଣ ହରାଇଲେ ବ୍ୟକ୍ତି
ମୃତ ମନୋଜ ନିଜ ପରିବାର ସହ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଯଶୋବନ୍ତପୁର ରେଳଷ୍ଟେସନରେ ହୃଦଘାତ ଯୋଗୁଁ ପ୍ରାଣ ହରାଇଛନ୍ତି । ତାଙ୍କ ଘର ଉତ୍ତରପ୍ରଦେଶର ଗୋରଖପୁରରେ । ସେ ନିଜ ପରିବାର ଲୋକଙ୍କ ସହ ବେଙ୍ଗାଲୁରୁରେ ରହୁଥିଲେ । ଏଠାରେ ଚିତ୍ର କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇ ଦିଆଯାଇଛି । ଘଟଣାସ୍ଥଳରେ ରେଳବାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ