ଚଣ୍ଡୀଗଡ:ପବିତ୍ର ଦେଶ ଭାରତ। ଏହି ଦେଶର ମାଟି, ପାଣି ଓ ପବନ ନିଆରା । ଏଠାରେ ବହୁ ଭାଷାଭାଷୀର ଲୋକ ରହୁଛନ୍ତି। ସବୁଠୁ ବଡ କଥା ଦେଶର କୋଣ ଅନୁକୋଣରେ ଭରି ରହିଛନ୍ତି ପ୍ରତିଭା। କେବଳ ସମୟ ଓ ସୁଯୋଗ ମିଳିଲେ ତାହାର ବିକଶିତ ହେଉଛି।
କାରିଗରଙ୍କ ସୂକ୍ଷ୍ମ କଳାକୃତ୍ତି, ଚକ୍ ଖଣ୍ଡରେ 74 ତମ ସ୍ବାଧୀନତା ଦିବସ - IndependenceDay
ଦେଶରେ ଅନେକ କ୍ଷୁଦ୍ର କାରିଗର ରହିଛନ୍ତି। ଯେଉଁ ମାନେ ବିଭିନ୍ନ ସମୟରେ ଛୋଟ ଛୋଟ କଳାକୃତ୍ତିରେ ବହୁତ କିଛି ପରିଦର୍ଶନ କରିଥାନ୍ତି। ସେହିପରି ଜଣେ କଳାକାର ହେଉଛନ୍ତି ଚଣ୍ଡିଗଡର ବଲରାଜ ସିଂ। ଚକ୍ ଖଡିରେ ବନାଇଛନ୍ତି ଦେଶର 74 ତମ ସ୍ବାଧୀନତା ଦିବସର କଳାକୃତ୍ତି।
କାରିଗରଙ୍କ ସୂକ୍ଷ୍ମ କଳାକୃତ୍ତି, ଚକ୍ ଖଡିରେ 74 ତମ ସ୍ବାଧୀନତା ଦିବସ
ଦେଶରେ ଅନେକ କ୍ଷୁଦ୍ର କାରିଗର ରହିଛନ୍ତି। ଯେଉଁ ମାନେ ବିଭିନ୍ନ ସମୟରେ ଛୋଟ ଛୋଟ କଳାକୃତ୍ତିରେ ବହୁତ କିଛି ପରିଦର୍ଶନ କରିଥାନ୍ତି। ସେହିପରି ଜଣେ କଳାକାର ହେଉଛନ୍ତି ଚଣ୍ଡିଗଡର ବଲରାଜ ସିଂ। ଚକ୍ ଖଡିରେ ବନାଇଛନ୍ତି ଦେଶର 74 ତମ ସ୍ବାଧୀନତା ଦିବସର କଳାକୃତ୍ତି। ଏହି କାର୍ଯ୍ୟ କରିବାକୁ ତାଙ୍କୁ ପାଖାପାଖି 2 ଦିନ ସମୟ ଲାଗିଥିଲା ବୋଲି ସେ କହିଛନ୍ତି।
ତେବେ ଆଜି ଦେଶ 74 ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଚଳଚଞ୍ଚଳ ସାରା ଦେଶ। କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଫରଫର ହୋଇ ଉଡୁଛି ତ୍ରିରଙ୍ଗା ପତାକା।