ଚଣ୍ଡିଗଡ: ଲକ ଡାଉନ ଯୋଗୁଁ ଦେଶରେ ଫସିଯାଇଥିଲେ ଅନେକ ବିଦେଶୀ । ତେବେ ଆଜି 241 ବ୍ରିଟେନର ନାଗରିକ ଏବଂ 28 ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ଆଜି ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନର ହେଥ୍ରୋ ବିମାନବନ୍ଦର ଅଭିମୁଖେ ଯାତ୍ରା ଆରମ୍ଭ କରିଛି।
ଅମୃତସରରୁ ଲଣ୍ଡନ ଗଲେ 241 ବ୍ରିଟେନ ନାଗରିକ - indian passanger
ଅମୃତସରରୁ ଲଣ୍ଡନ ଗଲେ 241 ବ୍ରିଟେନ ନାଗରିକ । ଲକଡାଉନ ଯୋଗୁଁ ଫସି ରହିଥିଲେ । ଅଧିକ ପଢନ୍ତୁ...
ପ୍ରତିକାତ୍ମକ ଫଟୋ
ବର୍ତ୍ତମାନ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12ହଜାରରୁ ଊର୍ଦ୍ଧ୍ବଏବଂ 414 ଜଣଙ୍କର ମୁଣ୍ଡ ନେଲାଣି ମହାମାରୀ କୋରୋନା । 14 ତାରିଖରେ ଶେଷ ହେବାକୁ ଥିବା ଲକ ଡାଉନର ଅବଧି ବୃଦ୍ଧି କରାଯାଇଛି । ତେଣୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ନାଗରିକମାନଙ୍କୁ ନିଜ ଦେଶକୁ ପଠାଇ ଦିଆଯାଉଛି ।
@ANI