ଓଡିଶା

odisha

ETV Bharat / bharat

ଗୁଜୁରାଟର ସାନିଟାଇଜର୍ କମ୍ପାନୀରେ ଅଗ୍ନିକାଣ୍ଡ - Ahmedabad

ଅହମ୍ମଦାବାଦ ନିକଟ ମୋରିୟା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଅରମଦ ଫର୍ମେସନ୍ ପ୍ରାଇଭେଟ୍ ଲିମିଟେଡରେ ଲାଗିଛି ନିଆଁ ।

ଗୁଜୁରାଟର ସାନିଟାଇଜର୍ କମ୍ପାନୀରେ ଅଗ୍ନିକାଣ୍ଡ
ଗୁଜୁରାଟର ସାନିଟାଇଜର୍ କମ୍ପାନୀରେ ଅଗ୍ନିକାଣ୍ଡ

By

Published : Sep 9, 2020, 7:01 PM IST

ଗାନ୍ଧୀନଗର: ଅହମ୍ମଦାବାଦ ନିକଟ ମୋରିୟା ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି । ଅରମଦ ଫର୍ମେସନ୍ ପ୍ରାଇଭେଟ୍ ଲିମିଟେଡରେ ଲାଗିଛି ନିଆଁ ।

ଗୁଜୁରାଟର ସାନିଟାଇଜର୍ କମ୍ପାନୀରେ ଅଗ୍ନିକାଣ୍ଡ

ଏହା ଏକ ସାନିଟାରୀ ସାମଗ୍ରୀ ଉତ୍ପାଦନକାରୀ କମ୍ପାନୀ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର 13ଟି ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଯାଏଁ ଧନଜୀବନ କ୍ଷତିର କୌଣସି ସୂଚନା ମିଳିପାରିନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details