ମହାରାଷ୍ଟ୍ର: ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟିଛି । ବଦଲାପୁର ସହରର ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲଫମ୍ୟାଣ୍ଟ କର୍ପୋରେସନର ଏକ କମ୍ପାନୀରେ ଘଟିଛି ଅଗ୍ନିକାଣ୍ଡ।
ଥାଣେ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟି ଜଣେ ଆହତ - A fire broke out at a company
ମହାରାଷ୍ଟ୍ର ଥାଣେ ଜିଲ୍ଲାର ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ ଡେଭଲଫମେଣ୍ଟ କର୍ପୋରେସନର ଏକ କମ୍ପାନୀରେ ଅଗ୍ନିକାଣ୍ଡ । ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ।
ଥାନେ ଜିଲ୍ଲାରେ ଅଗ୍ନିକାଣ୍ଡ ଘଟି ଜଣେ ଆହାତ
ଆଜି ସକାଳୁ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର 5 ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ଜଣେ ଆହତ ହୋଇଥିବା ଖବର ମିଳିଛି।