ନୂଆଦିଲ୍ଲୀ :କାର୍ଯ୍ୟରତ କନେଷ୍ଟବଳଙ୍କ ଆତ୍ମହତ୍ୟା । ନୂଆଦିଲ୍ଲୀ ସଚିବାଳୟ ସୁରକ୍ଷା ଫୋର୍ସରେ କାର୍ଯ୍ୟରତ କନେଷ୍ଟବଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଆଶିଷ ମଲ୍ଲିକ । ସେ ଫାଶି ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହ ଜବତ କରିଛି ।
କାର୍ଯ୍ୟରତ କନେଷ୍ଟବଳଙ୍କ ଆତ୍ମହତ୍ୟା - କନେଷ୍ଟବଳଙ୍କ ଆତ୍ମହତ୍ୟା
କାର୍ଯ୍ୟରତ କନେଷ୍ଟବଳଙ୍କ ଆତ୍ମହତ୍ୟା, ମୃତଦେହ ନିକଟରୁ ମିଳିଲା ଡାଏରୀ । ଅଧିକ ପଢନ୍ତୁ...

କନେଷ୍ଟବଳଙ୍କ ଆତ୍ମହତ୍ୟା
ତେବେ ମୃତକଙ୍କ ନିକଟରୁ ଏକ ଡାଏରୀ ଜବତ କରାଯାଇଛି । ତେବେ କନେଷ୍ଟବଳଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ସେ ଚିନ୍ତାରେ ରହୁଥିଲେ । ତେବେ ମୃତ୍ୟୁର ପ୍ରକୃତ କାରଣ ଏବେବି ଅସ୍ପଷ୍ଟ ରହିଛି ।
ସୌଜନ୍ୟ @ ANI