ଓଡିଶା

odisha

ETV Bharat / bharat

ସ୍କ୍ରାପ ସାମଗ୍ରୀରେ ମୋଟରସାଇକେଲ ତିଆରି କରିଛନ୍ତି 10ମ ଶ୍ରେଣୀ ଛାତ୍ର - ସ୍କ୍ରାପ ସାମଗ୍ରୀରେ ମୋଟରସାଇକେଲ ତିଆରି କରିଛନ୍ତି 10ମ ଶ୍ରେଣୀ ଛାତ୍ର

ଦେଶରେ ଏଭଳି ଅନେକ ପ୍ରତିଭା ଅଛି, ଯେଉଁମାନେ ଘରୋଇ ଉପକରଣ କିମ୍ବା ବର୍ଜ୍ୟବସ୍ତୁ ବ୍ୟବହାର କରି ତିଆରି କରିଥାନ୍ତି ସାଇକେଲ କିମ୍ବା ମୋଟରସାଇକେଲ । ସେମିତି ଏକ ପ୍ରତିଭା ହେଉଛନ୍ତି ଚଣ୍ଡିଗଡର ଗୌରବ । ମାତ୍ର ଦଶମ ଶ୍ରେଣୀରେ ପାଠ ପଢୁଥିବାବେଳେ ସ୍କ୍ରାପ ସାମଗ୍ରୀ ବ୍ୟବହାର କରି ତିଆରି କରିଛନ୍ତି ମୋଟରସାଇକେଲ ।

ସ୍କ୍ରାପ ସାମଗ୍ରୀରେ ମୋଟରସାଇକେଲ ତିଆରି କରିଛନ୍ତି 10ମ ଶ୍ରେଣୀ ଛାତ୍ର
ସ୍କ୍ରାପ ସାମଗ୍ରୀରେ ମୋଟରସାଇକେଲ ତିଆରି କରିଛନ୍ତି 10ମ ଶ୍ରେଣୀ ଛାତ୍ର

By

Published : Sep 3, 2020, 9:39 PM IST

ଚଣ୍ଡିଗଡ: ଦେଶରେ ଏଭଳି ଅନେକ ପ୍ରତିଭା ଅଛି, ଯେଉଁମାନେ ଘରୋଇ ଉପକରଣ କିମ୍ବା ବର୍ଜ୍ୟବସ୍ତୁ ବ୍ୟବହାର କରି ତିଆରି କରିଥାନ୍ତି ସାଇକେଲ କିମ୍ବା ମୋଟରସାଇକେଲ । ସେମିତି ଏକ ପ୍ରତିଭା ହେଉଛନ୍ତି ଚଣ୍ଡିଗଡର ଗୌରବ । ମାତ୍ର ଦଶମ ଶ୍ରେଣୀରେ ପାଠ ପଢୁଥିବାବେଳେ ସ୍କ୍ରାପ ସାମଗ୍ରୀ ବ୍ୟବହାର କରି ତିଆରି କରିଛନ୍ତି ମୋଟରସାଇକେଲ ।

ସ୍କ୍ରାପ ସାମଗ୍ରୀରେ ମୋଟରସାଇକେଲ ତିଆରି କରିଛନ୍ତି 10ମ ଶ୍ରେଣୀ ଛାତ୍ର

ତାଙ୍କ କହିବାନୁସାରେ ପୂର୍ବରୁ ସେ ସ୍କ୍ରାପ ସାମଗ୍ରୀ ବ୍ୟବହାର କରି ବିଦ୍ୟୁତ ଚାଳିତ ମୋଟରସାଇକେଲ ତିଆରି କରିଥିଲେ ।

କିନ୍ତୁ ଏହା ଅତ୍ୟଧିକ ବେଗରେ ଚାଲି ପାରିଲା ନାହିଁ । ଫଳରେ ଏଥିରେ କିଛି ପରିବର୍ତ୍ତନ କରି ସେ ଏବେ ପେଟ୍ରୋଲରେ ଚାଳିତ ମୋଟରସାଇକେଲରେ ରୂପାନ୍ତରିତ କରିଛନ୍ତି । ଯାହା 80 କିଲୋମିଟର/ଲିଟର ପର୍ଯ୍ୟନ୍ତ ଚାଲିପାରିବ ।

ABOUT THE AUTHOR

...view details