ଭୋପାଳ : ସାରା ବିଶ୍ବରେ କାୟାବିସ୍ତାର କରିଛି କୋରୋନା । ପ୍ରତିଦିନ ନେଉଛି ଶହ ଶହ ମୁଣ୍ତ । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତଥାପି ସଂକ୍ରମଣରେ ରୋକ ଲାଗି ପାରୁନି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 266598 ରହିଥିବାବେଳେ ମୃତ୍ୟୁ ସଂଖ୍ୟା 7466ରେ ପହଞ୍ଚିଛି ।
କୋରୋନାରେ ପ୍ରାଣ ହରାଇଲେ ସିଆଇଏସଏଫର କନେଷ୍ଟବଳ - କୋରୋନାରେ ପ୍ରାଣ ହରାଇଲେ ସିଆଇଏସଏଫର କନେଷ୍ଟବଳ
କୋରୋନାରେ ପ୍ରାଣ ହରାଇଲେ ସିଆଇଏସଏଫର କନେଷ୍ଟବଳ । ରକ୍ତ ହୀନତା ଯୋଗୁଁ ମେଡିକାଲରେ ହୋଇଥିଲେ ଭର୍ତ୍ତି । ଅଧିକ ପଢନ୍ତୁ....
କୋରୋନାରେ ପ୍ରାଣ ହରାଇଲେ ସିଆଇଏସଏଫର କନେଷ୍ଟବଳ
ସେହିକ୍ରମରେ ସିଆଇଏସଏଫର ଜଣେ ହେଡ କନେଷ୍ଟବଳ କୋରୋନାରେ ପୀଡିତ ହୋଇ ପ୍ରାଣ ହରାଇଛନ୍ତି। ତେବେ ପୂର୍ବରୁ ସେ ରକ୍ତହୀନତା ରୋଗରେ ପୀଡିତ ଥିଲେ । ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏପରିକି,ଗତ କିଛି ଦିନ ପୂର୍ବରୁ ତାଙ୍କର ଏକ ବଡ଼ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା
ସୌଜନ୍ୟ @ ANI
TAGGED:
covid19