ଓଡିଶା

odisha

ETV Bharat / bharat

ଏମିତି ବି ଆସେ ମୃତ୍ୟୁ; ନାଚୁ ନାଚୁ ଚାଲିଗଲା ବରର ଜୀବନ - ନାଚୁ ନାଚୁ ଚାଲିଗଲା ବରର ଜୀବନ

ନିଜାମବାଦର ବୋଧାନ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବରଯାତ୍ରୀ ନାଚିବା ସମୟରେ ଖୁସିର ମାହୋଲରେ ବର ବି ନାଚିଥିଲେ । ହେଲେ ଏହାପରେ ହୃଦଘାତରେ ତାଙ୍କର ଜୀବନ ଚାଲିଗଲା । ଅଧିକ ଖବର ପଢନ୍ତୁ...

ଏମିତି ବି ଆସେ ମୃତ୍ୟୁ; ନାଚୁ ନାଚୁ ଚାଲିଗଲା ବରର ଜୀବନ
ଏମିତି ବି ଆସେ ମୃତ୍ୟୁ; ନାଚୁ ନାଚୁ ଚାଲିଗଲା ବରର ଜୀବନ

By

Published : Feb 15, 2020, 12:56 PM IST

ହାଇଦ୍ରାବାଦ: ନିଜାମବାଦର ବୋଧାନ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବରଯାତ୍ରୀ ନାଚିବା ସମୟରେ ଖୁସିର ମାହୋଲରେ ବର ବି ନାଚିଥିଲେ । ହେଲେ ଏହାପରେ ହୃଦଘାତରେ ତାଙ୍କର ଜୀବନ ଚାଲିଗଲା । ଫଳରେ ଖୁସିର ମାହୋଲର ଗାଁ ଏବେ କାନ୍ଦ ବୋବାଳିରେ ଫାଟିପଡୁଛି ।

ଏମିତି ବି ଆସେ ମୃତ୍ୟୁ; ନାଚୁ ନାଚୁ ଚାଲିଗଲା ବରର ଜୀବନ

ସୂଚନା ଅନୁସାରେ, ବର ସାଜିଥିବା ଗଣେଶ ନିଜ ବରଯାତ୍ରୀ ନେଇ କନିଆ ଘରେ ପହଞ୍ଚିଥିଲେ। ହେଲେ ସେଠାରେ କିଛି ସମୟ ବରଯାତ୍ରୀଙ୍କ ସହ ନାଚିଥିଲେ ଗଣେଶ। ମାତ୍ର କିଛି ସମୟ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା ।

ପରେ ବିଳମ୍ବିତ ରାତି 2ଟାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details