ନୂଆଦିଲ୍ଲୀ: କୋରୋନା ପାଇଁ ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS) ପକ୍ଷରୁ ଏକ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଏହି ହେଲ୍ପଲାଇନ ନମ୍ବର ହେଉଛି- 9971876591 । ଏହି ନମ୍ବରରେ ଜଣେ ଯୋଗାଯୋଗ କରି କୋରୋନା ସଂପର୍କରେ ବିଭିନ୍ନ ସୂଚନା ପାଇପାରିବ ।
କୋରୋନା ସତର୍କତା, 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କଲା ଏମ୍ସ - 24 ଘଣ୍ଟିଆ କୋରୋନା ହେଲ୍ପଲାଇନ ନମ୍ବର ଜାରି
କୋରୋନା ସଂପର୍କରେ ବିଶେଷ ସୂଚନା ପାଇଁ ସର୍ବଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS) ପକ୍ଷରୁ ଏକ 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଅଧିକ ପଢନ୍ତୁ...
![କୋରୋନା ସତର୍କତା, 24 ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି କଲା ଏମ୍ସ A 24/7 helpline number has been set up at AIIMS For corona](https://etvbharatimages.akamaized.net/etvbharat/prod-images/768-512-6417921-thumbnail-3x2-corona.jpg)
ଏମ୍ସ ଦ୍ବାରା 24 ଘଣ୍ଟିଆ କୋରୋନା ହେଲ୍ପଲାଇନ ନମ୍ବର ଜାରି
ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ମୋଟ 107 ଜଣ କୋରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେହିପରି ଏଥିରେ 2 ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏଥିପାଇଁ ସରକାର ତତ୍ପରତା ପ୍ରକାଶ କରିବା ସହ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ।
@ANI