ଓଡିଶା

odisha

ETV Bharat / bharat

ହଷ୍ଟେଲରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, 3 ଗିରଫ

ପୁଣି ଲଜ୍ଜା । ହଷ୍ଟେଲରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ । ପୀଡିତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରି ଗିରଫ ହେଲେ 3 ଅଭିଯୁକ୍ତ । ଅଧିକ ପଢନ୍ତୁ.....

A 14-year-old physically-challenged girl was allegedly raped by the hostel superintendent at Nagpur in Maharashtra.
ହଷ୍ଟେଲରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ

By

Published : Jun 6, 2020, 10:14 AM IST

ମୁମ୍ବାଇ : ହଷ୍ଟେଲରେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମହାରାଷ୍ଟ୍ରର ନାଗପୁରରୁ । ହଷ୍ଟେଲର ଜଣେ ସୁପରିଟେଣ୍ତଣ୍ଟ ନାବାଳିକା ଜଣକଙ୍କୁ ଦୁଷ୍କର୍ମ କରିଛନ୍ତି । ପରେ ନାବାଳିକା ଜଣକ ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ନାବାଳିକାଙ୍କ ମା ତାଙ୍କୁ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲେ । ଏହି ଘଟଣାର ପୋଲିସ ତଦନ୍ତ ଆରମ୍ଭ କରି ତିନି ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ନାବାଳିକା ନାଗପୁରର କୋଟାଲ ଅଞ୍ଚଳରେ ରହି 5ବର୍ଷ ଧରି ପାଠ ପଢୁଥିଲେ । ହେଲେ ସେଠାକାର ହଷ୍ଟେଲ ସୁପରିଟେଣ୍ତଣ୍ଟ ରାଜେନ୍ଦ୍ର କାଲବାନ୍ଦ୍ରେ ଦୀର୍ଘ ଦିନ ଧରି ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲେ । ତେବେ, ପୀଡିତା ଗର୍ଭବତୀ ହେବା କଥା ପରିବାର ଲୋକେ ଜାଣିବା ପରେ ତାଙ୍କ ଗର୍ଭପାତ କରିବା ପାଇଁ ବାଧ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details